ନିଟ୍ ମାମଲା; ଜୁଲାଇ ୧୮ରେ ପରବର୍ତ୍ତୀ ଶୁଣାଣି..

ନୂଆଦିଲ୍ଲୀ: ନିଟ୍‌-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଉକ୍ତ ଦିନ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ। ଆଶ୍ଚର୍ଯ୍ୟ କରିବ ଦେଖନ୍ତୁ ଭିଡିଓ ; ଗାଜର, ମୂଳା ଭଳି ଯୁବତୀ ଖାଇଲେ କଞ୍ଚା ସାପ.. ସୂଚନା ଯୋଗ୍ୟ, ପରୀକ୍ଷା ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେଇ ସରକାର ୧୫୬୩ … Continue reading ନିଟ୍ ମାମଲା; ଜୁଲାଇ ୧୮ରେ ପରବର୍ତ୍ତୀ ଶୁଣାଣି..