ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା, ଭୁଲ୍ରେ ଗିରଫ ବ୍ୟକ୍ତିଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଦ୍ବାରା ଭୁଲ୍ରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗତ ଜୁନ୍ ୨୬ରେ ଗଙ୍ଗାଧର ଗୁନ୍ଦେ ନାମକ ଜଣେ ବ୍ୟକ୍ତିଙ୍କୁ ଡେରାଡୁନରୁ ସିବିଆଇ ଗିରଫ କରିଥିଲା। ଗିରଫ ଗଙ୍ଗାଧରଙ୍କ ମାମଲାର ଶୁଣାଣି ସ୍ବତନ୍ତ୍ର ସିବିଆଇ ବିଚାରପତି ଅଙ୍କିତ ସିଙ୍ଗଲାଙ୍କ ଅଦାଲତରେ ହୋଇଥିଲା। ଗଙ୍ଗାଧରଙ୍କ ତରଫରୁ ମାମଲା ଲଢ଼ୁଥିବା ଆଇନଜୀବୀ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ପ୍ରଶ୍ନପତ୍ର … Continue reading ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା, ଭୁଲ୍ରେ ଗିରଫ ବ୍ୟକ୍ତିଙ୍କୁ ମିଳିଲା ଜାମିନ
Copy and paste this URL into your WordPress site to embed
Copy and paste this code into your site to embed