ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଲା ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ – ରିଜର୍ଭ ବ୍ୟାଙ୍କ

ଡେସ୍କ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୯୭.୬୨ ପ୍ରତିଶତ ନୋଟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି ଏବଂ ପ୍ରତ୍ୟାହାର ହୋଇଥିବା ନୋଟର ମାତ୍ର ୮ ହଜାର ୪୭୦ କୋଟି ଟଙ୍କାର ନୋଟ୍ ଏବେ ବି ଜନସାଧାରଣଙ୍କ ପାଖରେ ରହିଛି। ୨୦୨୩ ମେ ୧୯ରେ ଆରବିଆଇ ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରିଥିଲା। ଏଠି ମୃତ୍ୟୁ ପରେ ପିଲାମାନେ ପାଲଟିଯା’ନ୍ତି ଗଛ? ରହସ୍ୟ ଜାଣି ହେବେ … Continue reading ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଲା ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ – ରିଜର୍ଭ ବ୍ୟାଙ୍କ