ସହିଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ

ଡେସ୍କ: କୀର୍ତ୍ତିଚକ୍ର କ୍ୟାପଟେନ୍ ଅଂଶୁମାନ ସିଂହଙ୍କ ପତ୍ନୀ ସ୍ମୃତି ସିଂହଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ଦିଲ୍ଲୀ ପୁଲିସକୁ ଅନୁରୋଧ କରିଛନ୍ତି। ପଞ୍ଜାବ ରେଜିମେଣ୍ଟର ଆର୍ମି ମେଡିକାଲ କର୍ପସର କ୍ୟାପଟେନ୍ ଅଂଶୁମାନ ସିଂହଙ୍କୁ ରାଷ୍ଟ୍ରପତି ମରଣୋତ୍ତର ଭାବେ କୀର୍ତ୍ତି ଚକ୍ର ପ୍ରଦାନ କରିଥିଲେ। ​ସାମାଜିକ ଗଣମାଧ୍ୟମରେ ‘ଅହମ୍ମଦ କେ’ ନାମକ ଜଣେ ବ୍ୟକ୍ତି ସ୍ମୃତି ସିଂହଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏନସିଡବ୍ଲ୍ୟୁ ତାଙ୍କ … Continue reading ସହିଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ