୨୬ ମଧ୍ୟରାତ୍ରୀରେ ଅତିକ୍ରମ କରିବ ବାତ୍ୟା – ସେନା, ନୌସେନା ଓ ତଟରକ୍ଷୀ ବାହିନୀ ସଜାଗ

ଡେସ୍କ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଶୁକ୍ରବାର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି) ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ସାମ୍ପ୍ରତିକ ସ୍ଥିତି, ବାଂଲାଦେଶର ଖେପୁପଡ଼ାଠାରୁ ପ୍ରାୟ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମବଙ୍ଗର କାନିଂଠାରୁ ୮୧୦ କିଲୋମିଟର ଦକ୍ଷିଣରେ ଥିବା ଲଘୁଚାପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ କମିଟିକୁ … Continue reading ୨୬ ମଧ୍ୟରାତ୍ରୀରେ ଅତିକ୍ରମ କରିବ ବାତ୍ୟା – ସେନା, ନୌସେନା ଓ ତଟରକ୍ଷୀ ବାହିନୀ ସଜାଗ