କ୍ୟାବିନେଟ ନିଷ୍ପତ୍ତି: ଭାରତ-ମାଲେସିଆ ପ୍ରସାରଣ ସହଯୋଗ ବୃଦ୍ଧି ଚୁକ୍ତିନାମାକୁ ମଞ୍ଜୁରୀ

ଡେସ୍କ: ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ସାର୍ବଜନୀନ ପ୍ରସାରଣରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ମାଲେସିଆ ମଧ୍ୟରେ ବୁଝାମଣାପତ୍ରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି। ଚଳିତ ବର୍ଷ ନଭେମ୍ବରରେ ପ୍ରସାର ଭାରତୀ ଏବଂ ରେଡିଓ ଟେଲିଭିଜନ ମାଲେସିଆ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ସହିତ ବିଭିନ୍ନ ଦେଶ ସହିତ ପ୍ରସାର ଭାରତୀର ମୋଟ ବୁଝାମଣାପତ୍ର ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଏଥିରେ ସଂସ୍କୃତି, ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡା, ସମ୍ବାଦ ଏବଂ ଅନ୍ୟାନ୍ୟ … Continue reading କ୍ୟାବିନେଟ ନିଷ୍ପତ୍ତି: ଭାରତ-ମାଲେସିଆ ପ୍ରସାରଣ ସହଯୋଗ ବୃଦ୍ଧି ଚୁକ୍ତିନାମାକୁ ମଞ୍ଜୁରୀ