ଆସନ୍ତାକାଲି ଦଶମ ଜାତୀୟ ହସ୍ତତନ୍ତ ଦିବସ, ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି

ଡେସ୍କ: ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆସନ୍ତାକାଲି (ବୁଧବାର) ଦଶମ ଜାତୀୟ ହସ୍ତତନ୍ତ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ, ବୈଦେଶିକ ବ୍ୟାପାର ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ରହିବେ। ଏହି ଅବସରରେ ସାଂସଦ, ବିଶିଷ୍ଟ ବ୍ୟକ୍ତିବିଶେଷ, ଡିଜାଇନର, ରପ୍ତାନିକାରୀ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଯୋଗଦେବେ। ଏହି ମହୋତ୍ସବରେ ଦେଶର ପ୍ରାୟ ୧୦ … Continue reading ଆସନ୍ତାକାଲି ଦଶମ ଜାତୀୟ ହସ୍ତତନ୍ତ ଦିବସ, ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି