www.samajalive.in
Sunday, December 7, 2025
23.1 C
Bhubaneswar

ରାତି ୯ଟାରେ ୯ମିନିଟ୍‍ ପାଇଁ ଦୀପ, ମହମବତୀ କିମ୍ବା ମୋବାଇଲ୍‍ ଫ୍ଲାସ୍‍ ଲାଇଟ୍‍ ଜଳାନ୍ତୁ : ପ୍ରଧାନମନ୍ତ୍ରୀ

ପୂର୍ବରୁ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଏହି ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା, ଘର ମଧ୍ୟରେ ରହିବା ସହିତ ଦଳବଦ୍ଧ ନ ହୋଇ ଏହି ଆଲୋକ ପ୍ରଜ୍ୱଳିତ କରିବାକୁ ନିବେଦନ କରିଥିଲେ। ସେ କହିଛନ୍ତି, କରୋନା ଭୂତାଣୁ ଯୋଗୁଁ ଘୋଟିଥିବା ଅନ୍ଧକାରକୁ ଦୂର କରିବା ପାଇଁ ସମଗ୍ର ଦେଶକୁ ଏକାଠି ହେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଯଦିଓ ଲୋକମାନେ ଏକାନ୍ତ ଅନୁଭବ କରୁଛନ୍ତି କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେମାନେ ଏକୁଟିଆ ନୁହନ୍ତି କାରଣ ସମଗ୍ର ଦେଶ ପରସ୍ପର ପାଇଁ ପ୍ରସ୍ତୁତ ହୋଇ ରହିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories