ମଙ୍ଗଳ ଗ୍ରହରେ ମିନି ହେଲିକପ୍ଟର ସହିତ ପୁଣି ସମ୍ପର୍କ ସ୍ଥାପନ କଲା ନାସା
ଡେସ୍କ: ମଙ୍ଗଳ ଗ୍ରହରେ ଏହାର କ୍ଷୁଦ୍ର ହେଲିକପ୍ଟର ସହିତ ନାସା ପୁନଃ ସମ୍ପର୍କ ସ୍ଥାପନ କରିଛି ବୋଲି ଆମେରିକାର ମହାକାଶ ସଂସ୍ଥା-ନାସା କହିଛି। ବହୁ ପ୍ରଚେଷ୍ଟା ପରେ ଏହା ସମ୍ଭବ ହୋଇପାରିଛି ବୋଲି ସଂସ୍ଥା କହିଛି। ପ୍ରାୟ ୧.୬ ଫୁଟ (୦.୫ ମିଟର) ଉଚ୍ଚତା ବିଶିଷ୍ଟ ଏକ ଡ୍ରୋନ୍, ରୋଭର ପର୍ସେଭେରାନ୍ସରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା ଏବଂ ଅନ୍ୟ ଗ୍ରହରେ ସ୍ଵତଃସ୍ପୂର୍ତ ଭାବରେ ଉଡ଼ିଥିବା ପ୍ରଥମ ମୋଟର ଚାଳିତ ଯାନ ହୋଇଗଲା। ହେଲିକପ୍ଟରରୁ ତଥ୍ୟ … Continue reading ମଙ୍ଗଳ ଗ୍ରହରେ ମିନି ହେଲିକପ୍ଟର ସହିତ ପୁଣି ସମ୍ପର୍କ ସ୍ଥାପନ କଲା ନାସା
Copy and paste this URL into your WordPress site to embed
Copy and paste this code into your site to embed