www.samajalive.in
Sunday, December 7, 2025
14.1 C
Bhubaneswar

 ବଲିଉଡ୍‌ କଳାକାର ନାନା ପାଟେକରଙ୍କର ମାତୃ ବିୟୋଗ

ମୁମ୍ବାଇ ..- ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ବଲିଉଡ୍‌ କଳାକାର ନାନା ପାଟେକରଙ୍କର  ମାଆ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ମଙ୍ଗଳବାର ସକାଳେ ତାଙ୍କର ନିଧନ ହୋଇଛି । ୯୯ ବର୍ଷ  ବୟସରେ ତାଙ୍କର  ପରଲୋକ ହୋଇଛି ।

ନାନା ପାଟେକରଙ୍କ  ସହ ତାଙ୍କ ମାଆ ରହୁଥିଲେ ।  ମୁମ୍ବାଇ ଯୋଗେଶ୍ୱରୀ ପୂର୍ବରେ ଥିବା ଓଶିଓ୍ୱାରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ  ସମ୍ପନ୍ନ ହୋଇଛି । ବଲିଉଡ୍‌ର ବହୁ କଳାକାର ନାନାଙ୍କୁ ସମବେଦନା ଜଣାଇଛନ୍ତି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories