ସାଉଥ ସୁପରଷ୍ଟାର୍ ନାଗା ଚୈତନ୍ୟ କିଣିଲେ ପୋର୍ଶେ କାର୍, ଦାମ୍ ସାଢେ ୩ କୋଟିରୁ ଆରମ୍ଭ

ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର୍ ନାଗା ଚୈତନ୍ୟ ନିଜ କାର କଲେକ୍ସନରେ ଆଉ ଏକ ବିଳାସପୂର୍ଣ୍ଣ ଏବଂ ସ୍ପୋର୍ଟ୍ସ କାରକୁ ସାମିଲ କରିଛନ୍ତି । ନାଗା ଚୈତନ୍ୟ Porsche 911 GT3 RS କୁ ନିଜ କାର କଲେକ୍ସନରେ ସାମିଲ କରିଛନ୍ତି । ଏହି କାରର ଦାମ୍ ୩.୫ କୋଟି ଟଙ୍କା । ପୋର୍ଶେ ସେଣ୍ଟର ଚେନ୍ନାଇର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏନେଇ ସୂଚନା ମିଳିଛି । ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଫିସିଆଲ ପୋଷ୍ଟ କରି ଏନେଇ ସୂଚନା ଦେଇଛି କମ୍ପାନୀ। … Continue reading ସାଉଥ ସୁପରଷ୍ଟାର୍ ନାଗା ଚୈତନ୍ୟ କିଣିଲେ ପୋର୍ଶେ କାର୍, ଦାମ୍ ସାଢେ ୩ କୋଟିରୁ ଆରମ୍ଭ