ମୋ ଭାରତ – ବିକଶିତ ଭାରତ…ଜାତୀୟ ଯୁବ ଦିବସର ବିଷୟବସ୍ତୁ

ଡେସ୍କ: ଜାନୁଆରୀ ୧୨ରେ ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ନାଶିକରେ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦୀ ଯୁବକମାନଙ୍କୁ ସମ୍ବୋଧିତ କରିବେ। ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜାତୀୟ ଯୁବ ଦିବସ ପାଳନ କରାଯାଏ। ବାହାଘର ପାଇଁ ଏମିତି କହିଲେ ଭାଇଜାନ୍‌‌ ଚଳିତ ବର୍ଷ ଜାତୀୟ ଯୁବ ଦିବସ ଅବସରରେ ଯୁବ ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ ୟୁନିଟ୍ ସମଗ୍ର ଦେଶରେ … Continue reading ମୋ ଭାରତ – ବିକଶିତ ଭାରତ…ଜାତୀୟ ଯୁବ ଦିବସର ବିଷୟବସ୍ତୁ