ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର ଓ ମୁସଲିମ୍ କନଫରେନ୍ସ ବେଆଇନ ଘୋଷିତ

ଡେସ୍କ: କେନ୍ଦ୍ର ସରକାର ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର (ସୁମଜି ଗୋଷ୍ଠୀ) ଏବଂ ମୁସଲିମ୍ କନଫରେନ୍ସ (ଭଟ୍ଟ ଗୋଷ୍ଠୀ)କୁ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଏହି ସଂଗଠନଗୁଡ଼ିକ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧରେ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ସରକାର ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସଂକଳ୍ପବଦ୍ଧ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ … Continue reading ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର ଓ ମୁସଲିମ୍ କନଫରେନ୍ସ ବେଆଇନ ଘୋଷିତ