ମୁମ୍ବଇ ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତାଙ୍କ ପୁଅ ଗିରଫ

ମୁମ୍ବଇ: ୱର୍ଲି ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଗିରଫ କରାଯାଇଛି। ଦୁର୍ଘଟଣାର ୭୨ ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ।ମିହିର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବାବେଳେ ମୁମ୍ବଇର ଓ୍ବର୍ଲିରେ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲେ, ଯେଉଁଥିରେ ଜଣେ ୪୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିଥିଲା ଓ ତାଙ୍କ ସ୍ଵାମୀ ଆହତ ହୋଇଥିଲେ। ସୂଚନାଯୋଗ୍ୟ, ମିହିର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ … Continue reading ମୁମ୍ବଇ ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତାଙ୍କ ପୁଅ ଗିରଫ