ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ଫାର୍ମା କମ୍ପାନୀରେ ଗ୍ୟାସ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଗ୍ୟାସ ଲିକ୍ ଅଭିଯୋଗକୁ ଗୁରୁତର ସହ ନେଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଗ୍ୟାସ୍ ଲିକ୍ ହେବା କଥାର କୌଣସି ସତ୍ୟତା ନାହିଁ ବୋଲି ମୁମ୍ବଇର ଅଗ୍ନିଶମ ବିଭାଗ ଦାବି କରିଛି।
Popular Categories



