ମୁଖତାର୍‌ ଅନସାରୀଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର୍‌ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି। ଏହି ମାମଲାରେ ତାଙ୍କ ଉପରେ ୨ ଲକ୍ଷ ୨ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ବାନ୍ଦା ମାଫିଆ ମୁଖତାରଙ୍କୁ ଅଷ୍ଟମ ଥର ପାଇଁ ଦଣ୍ଡିତ କରାଯାଇଛି। ସ୍ପେଶାଲ ଜଜ କୋର୍ଟ (ଏମ୍‌ପି-ବିଧାୟକ କୋର୍ଟ) ଅବନୀଶ ଗୌତମ ବୁଧବାର ମୁଖତାର ଅନସାରୀଙ୍କୁ ଦଣ୍ଡିତ କରିଛନ୍ତି। ୨୦୨୩ … Continue reading ମୁଖତାର୍‌ ଅନସାରୀଙ୍କୁ ଆଜୀବନ କାରାଦଣ୍ଡ