ଆବଶ୍ୟକ ସାମଗ୍ରୀ
ଖିର – ୧ଲିଟର
ବାସୁମତୀ ଚାଉଳ – ଅଳ୍ପ
ମୁଗ ଡ଼ାଲି – ୩ ଚାମଚ
କୋରା ଖୁଆ
ଗୁଜୁରାତି ଗୁଣ୍ଡ
ଚିନି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମୁଗଡାଲି ଓ ଚାଉଳକୁ ୧ ଘଣ୍ଟା ବତୁରାଇ ରଖିଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ମୁଗଡ଼ାଲି ଓ ଚାଉକୁ ଏକାଠି ବସାଇ ୨ଟି ସିଟି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ଖିରକୁ ଭଲ ଭାବେ ଫୁଟାନ୍ତୁ। ଏହାପରେ କିଛି ଖିରରେ କେସର ବତୁରାଇ ରଖି ଦିଅନ୍ତୁ। ଏବେ ଏଥିରେ ପୂର୍ବ ପ୍ରସ୍ତୁତ ଚାଉଳ ଓ ମୁଗଡ଼ାଲି ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ କୋରା ଖୁଆ, ଗୁଜୁରାତି ଗୁଣ୍ଡ, ଚିନି ପକାଇ ପୁଣି ଗୋଳାନ୍ତୁ। ଏବେ ଏହାକୁ ପାତ୍ରକୁ କାଢି କିଛି କାଜୁ, ବାଦାମ, ପିସ୍ତା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗ ଡ଼ାଲି ଖିରୀ।
୬୦ ହଜାରରୁ ବି କମ୍; ଜବରଦସ୍ତ ରେଞ୍ଜ, ଲଞ୍ଚ ହେଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର..
ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ



