ଆସିଲା Moto G45: ୧୧ ହଜାରରେ ମିଳିବ ୪୦ ହଜାର ଟଙ୍କିଆ ଫୋନ୍‌ର ଡିଜାଇନ୍, ଦମ୍‌ଦାର କ୍ୟାମେରା

ସମାଜ ଡିଜିଟାଲ ଡେସ୍କ: ଆସିଯାଇଛି ମୋଟୋରୋଲାର ନୂଆ ସ୍ମାର୍ଟଫୋନ୍‌। ଯଦି ଆପଣ ମଧ୍ୟ କମ୍‌ ବଜେଟ୍‌ରେ ଦମ୍‌ଦାର ଫୋନ୍‌ ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ। ମୋଟୋରୋଲା ଏବେ ଏଭଳି ସ୍ମାର୍ଟଫୋନ୍‌ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି, ଯାହାର ଦାମ୍‌ କମ୍‌ ଓ ଚମତ୍କାର ଫିଚର ରହୁଛି। ଏଭଳି ଏକ ଆକର୍ଷଣୀୟ ଫୋନ୍‌ ହେଉଛି Motorola G45। ଏହି ଫୋନ୍‌ ଆପଣ ୧୦,୯୯୯ ଟଙ୍କାରେ ପାଇପାରିବେ। ଯେତେବେଳେ କି ଏହାର ଏମଆରପି ୧୨, … Continue reading ଆସିଲା Moto G45: ୧୧ ହଜାରରେ ମିଳିବ ୪୦ ହଜାର ଟଙ୍କିଆ ଫୋନ୍‌ର ଡିଜାଇନ୍, ଦମ୍‌ଦାର କ୍ୟାମେରା