www.samajalive.in
Sunday, December 7, 2025
26.1 C
Bhubaneswar

ଭାରତରେ ୯୫ କୋଟି ୨୪ଲକ୍ଷ ୮୧ ହଜାର ୪୫୯ ମତଦାତା

ନୂଆଦିଲ୍ଲୀ  : ଭାରତରେ ମତଦାତାଙ୍କ ସଂଖ୍ୟା ଜାନୁଆରୀ ୧ ସୁଦ୍ଧା ୯୫ କୋଟି ୨୪ ଲକ୍ଷ ୮୧ ହଜାର ୪୫୯ରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ସୂଚନାନୁସାରେ ସାଧାରଣ ମତାଦାତାଙ୍କ ସଂଖ୍ୟା ୯୫ କୋଟି ୪୪ ଲକ୍ଷ ୬ ହଜାର ୫୫୧ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୪୮,୯୯,୦୬୮୭୪ ଓ ମହିଳା ୪୬,୦୪୯,୩୭୯୬। ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୪୫,୮୮୧ ରହିଛି। ପ୍ରବାସୀଙ୍କ ସଂଖ୍ୟା ୧,୨୨,୨୦୦ ଥିବାବେଳେ ସର୍ଭିସ ମତଦାତା ୧୯,୧୨,୭୦୮। ଉତ୍ତର ପ୍ରଦେଶରେ ସର୍ବାଧିକ ୧୫,୦୫୮,୩୮୭୯ ମତଦାତା ଅଛନ୍ତି। ଲାକ୍ଷାଦ୍ବୀପରେ ସର୍ବନିମ୍ନ ୫୬,୨୬୯ ମତଦାତା ଅଛନ୍ତି। ଓଡ଼ିଶାରେ ମୋଟ ୩,୩୦,୩୩,୨୦୯ ଥିବାବେଳେ ସାଧାରଣ ମତଦାତାଙ୍କ ସଂଖ୍ୟା ୩,୨୯,୮,୩୨୮୧। ଏଥିରେ ପୁରୁଷ ୧,୬୭,୯୬,୪୫୯ ଓ ମହିଳା ୧୬,୧୮,୩,୭୯୭ ଏବଂ ତୃତୀୟ ଲିଙ୍ଗ ୩୦୨୫। ଓଡ଼ିଶାର ପ୍ରବାସୀ ମତଦାତାଙ୍କ ସଖ୍ୟା ୧୮୮। ସର୍ଭିସ ମତଦାତାଙ୍କ ସଂଖ୍ୟା ୪୯,୭୪୬ ରହିଛି। ଏଥିରେ ପୁରଷଙ୍କ ସଂଖ୍ୟା ୪୭,୫୬୦ ଓ ମହିଳାଙ୍କ ସଂଖ୍ୟା ୨୧୮୬ ରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories