୯ ଲକ୍ଷ ପଦବୀ ଖାଲି, ବେକାର ବୁଲୁଛନ୍ତି ଯୁବଗୋଷ୍ଠୀ – ଯୁବ କଂଗ୍ରେସ ମୁଖ୍ୟ

ଡେସ୍କ: କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନଅ ଲକ୍ଷରୁ ଅଧିକ ପଦବୀ ଖାଲି ପଡିଛି ବୋଲି ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭି କହିଛନ୍ତି। ଏହି ପଦବୀ ପୂରଣ ପାଇଁ ଶାସକ ଦଳ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି। ଅଣଦେଖା କରିବାରୁ ମହିଳାଙ୍କୁ ୫୦ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକ ଏକ ଆରଟିଆଇ ରିପୋର୍ଟକୁ ଦର୍ଶାଇ ଶ୍ରୀନିବାସ ଦାବି କରିଛନ୍ତି ଯେ ରେଳବାଇ, ଗୃହ ବିଭାଗ, ନାଗରିକ … Continue reading ୯ ଲକ୍ଷ ପଦବୀ ଖାଲି, ବେକାର ବୁଲୁଛନ୍ତି ଯୁବଗୋଷ୍ଠୀ – ଯୁବ କଂଗ୍ରେସ ମୁଖ୍ୟ