ଯୋଗୀ ସରକାର ରାଜ୍ୟରେ ମାଙ୍କଡ ନଷ୍ଟ କଲେ ୩୫ ଲକ୍ଷର ଚିନି ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା..

ଲଖନଉ : ଲକ୍ଷ ଲକ୍ଷ ଟଙ୍କାର ଚିନି ନଷ୍ଟ କରି ଦେଲେ ମାଙ୍କଡ। ଏଭଳି ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଥିବା ବେଳେ ଘଟଣାର ସତ୍ୟାସତ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଉତ୍ତରପ୍ରଦେଶର ଅଲୀଗଡରେ ମାଙ୍କଡ ମାନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କୁହାଯାଇଛି ପାତି ମାଙ୍କଡ ମାନେ ଯୋଗୀ ସରକାରଙ୍କର ଲକ୍ଷାଧିକ ଟଙ୍କା ନଷ୍ଟ କରିଛନ୍ତି। ଅଲୀଗଡର କୃଷକ ସହକାରୀ ଚିନି ମିଲ୍ସ ଲିମିଟେଡର ଅଡିଟ୍ ରିପୋର୍ଟ ଆସିବା ପରେ ଏହି ଘଟଣା ସାମ୍ନାକୁ … Continue reading ଯୋଗୀ ସରକାର ରାଜ୍ୟରେ ମାଙ୍କଡ ନଷ୍ଟ କଲେ ୩୫ ଲକ୍ଷର ଚିନି ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା..