ଦେଖନ୍ତୁ ଭିଡିଓ; ମାଙ୍କଡକୁ ଯୁବକ ଦେଲେ ମଦ ବୋତଲ, ତା’ପରେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ବେଶ ଆଶ୍ଚର୍ଯ୍ୟ ଚକିତ କରିଥାଏ । ନିକଟରେ ମାଙ୍କଡ ଓ ଜଣେ ଯୁବକଙ୍କ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଭିଡିଓରେ ଦେଖିପାରିବେ, ଜଣେ ଯୁବକ ମାଙ୍କଡକୁ ଏକ ମଦ ବୋତଲ ଧରାଇ ଦେଉଛନ୍ତି । ମାଙ୍କଡ ପ୍ରଥମେ ବୋତଲଟିକୁ ଦେଖୁଛି । ତାହା କ’ଣ ଜାଣିବାକୁ ଚେଷ୍ଟା କରୁଛି । ସେହି ସମୟରେ ଯୁବକ ଜଣକ … Continue reading ଦେଖନ୍ତୁ ଭିଡିଓ; ମାଙ୍କଡକୁ ଯୁବକ ଦେଲେ ମଦ ବୋତଲ, ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed