ରାସନ ଚାଉଳ ପାଇଁ ଶ୍ୱଶୁର ଘରେ ନିସ୍ତୁକ ମାଡ ଖାଇଲେ ଜ୍ୱାଇଁପୁଅ
ମୋହନା : ରାସନ ଚାଉଳ ପାଇଁ ଶ୍ୱଶୁର ଘରେ ନିସ୍ତୁକ ମାଡ ଖାଇଲେ ଜ୍ୱାଇଁ । ଏଭଳି ଏକ ଘଟଣା ଗୁରୁବାର ଅଡବା ଥାନା ଗରଡମା ଗାଁରୁ ସାମ୍ନାକୁ ଆସିଛି। ରାସନ ଚାଉଳ ପାଇଁ ଖୁଣ୍ଟରେ ବାନ୍ଧି ଶ୍ୱଶୁର ଘର ଲୋକେ ନିସ୍ତୁକ ମାଡ ମାରିଛନ୍ତି । ଘଟଣାକ୍ରମେ ଯୁବକ ଜଣକ ନିଜ ପତ୍ନୀଙ୍କ ଠାରୁ ଅଲଗା ରହୁଛନ୍ତି । ତେବେ ରାସନ ଚାଉଳ ନେବାକୁ ଆସିଥିବା ବେଳେ ଯୁବକଙ୍କୁ ରାତିସାରା ଖୁଣ୍ଟରେ ବାନ୍ଧିବା ସହ ମାଡ … Continue reading ରାସନ ଚାଉଳ ପାଇଁ ଶ୍ୱଶୁର ଘରେ ନିସ୍ତୁକ ମାଡ ଖାଇଲେ ଜ୍ୱାଇଁପୁଅ
Copy and paste this URL into your WordPress site to embed
Copy and paste this code into your site to embed