www.samajalive.in
Tuesday, December 9, 2025
26.1 C
Bhubaneswar

ଦ୍ବିପାକ୍ଷିକ ଆଲୋଚନା ପରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ; ଆତଙ୍କବାଦ ମୁକାବିଲାରେ ମୋଦୀ ସକ୍ଷମ

ନ୍ୟୁୟର୍କ: ଆତଙ୍କବାଦ ହେଉ କିମ୍ବା କାଶ୍ମୀର ପ୍ରସଙ୍ଗ; ଏସବୁର ସମାଧାନ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାକୀ ସକ୍ଷମ। ମୋଦୀଙ୍କ ଦକ୍ଷତା ଓ ଲୋକପ୍ରିୟତାକୁ ସେ ଜାଣିଛନ୍ତି ଓ ଚିହ୍ନିଛନ୍ତି। ତେଣୁ ଏହି ପ୍ରସଙ୍ଗର ସମାଧାନ କ୍ଷମତା ମୋଦୀଙ୍କ ନିକଟରେ ରହିଛି ବୋଲି ବିଶ୍ବର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏହାସହିତ ମୋଦୀ ରକଷ୍ଟାର ଏଲଭିସ୍ ପ୍ରିସଲେଙ୍କ ପରି ଲୋକପ୍ରିୟ ବୋଲି ଟ୍ରମ୍ପ କହିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories