ପିଏମ-ସ୍ୱନିଧି ଯୋଜନା ଉଠା ଦୋକାନୀମାନଙ୍କ ପାଇଁ ଜୀବନରେଖା – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଏମ-ସ୍ୱନିଧି ଯୋଜନା ଉଠା ଦୋକାନୀମାନଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଯୋଜନାରେ ମୋଦି ୧ ଲକ୍ଷ ଉଠା ଦୋକାନୀଙ୍କୁ ଋଣ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କୋଭିଡ୍ ସମୟରେ ଲୋକମାନେ ଉଠା ଦୋକାନୀଙ୍କ ଶକ୍ତି ଦେଖିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ସ୍ୱନିଧି ମହୋତ୍ସବ ସେମାନଙ୍କୁ ସମର୍ପିତ ଯେଉଁମାନେ ସର୍ବଦା ଆଖପାଖରେ ଥାଆନ୍ତି ଏବଂ … Continue reading ପିଏମ-ସ୍ୱନିଧି ଯୋଜନା ଉଠା ଦୋକାନୀମାନଙ୍କ ପାଇଁ ଜୀବନରେଖା – ମୋଦୀ