ବାହୁଡା ଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଏତଲା

ପୁରୀ: ବାହୁଡ଼ାଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଏତଲା ଦିଆଯାଇଛି ।  ଆଉ ଜଣେ ସେବକଙ୍କ ବିରୁଦ୍ଧରେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦେବଦଳନ ରଥରେ ମା’ ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପୃକ୍ତ ସେବାୟତ ଜଣକ ଫୋନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅନେକ ବାରଣ ସତ୍ତ୍ବେ କାହିଁକି ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି ସେଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପଟେ ପୁଲିସ ପକ୍ଷରୁ … Continue reading ବାହୁଡା ଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଏତଲା