ସ୍ମାର୍ଟ ସିଟିରେ ଜଳବନ୍ଦୀ ସମସ୍ୟା; ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହାରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନଗମ ପକ୍ଷରୁ ସଫେଇ କରାଯାଇଥିବା ବେଳେ ମଙ୍ଗଳବାର ବିଭାଗୀୟ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ବିଏମସି ଅଞ୍ଚଳରେ ଥିବା ଇସ୍କନ ମନ୍ଦିର, ଭୋଇନଗର ନାଳ ନମ୍ବର ୧, ରାଜୀବ ନଗର ନାଳ ୯ ନମ୍ବର, ବୋମିଖାଲ, ସମେତ ବିଭିନ୍ନ ଜଳବନ୍ଦୀ ଅଞ୍ଚଳ … Continue reading ସ୍ମାର୍ଟ ସିଟିରେ ଜଳବନ୍ଦୀ ସମସ୍ୟା; ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ