୨୩-୨୪ ଆର୍ଥିକ ବର୍ଷରେ ଭାରତର ଖଣି କ୍ଷେତ୍ରର ଅଭିବୃଦ୍ଧି ୭.୫%

ଡେସ୍କ: ୨୦୨୪ ମାର୍ଚ୍ଚ ମାସରେ ଖଣିଜ ଉତ୍ପାଦନ ସୂଚକାଙ୍କ ୧୫୬.୧ରେ ପହଂଚିଛି ଯାହା ୨୦୨୩ ମାର୍ଚ୍ଚ ମାସ ତୁଳନାରେ ୧.୨% ବୃଦ୍ଧି ଦର୍ଶାଉଛି। ସମଗ୍ର ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷର ସୂଚକାଙ୍କ ୭.୫% ବୃଦ୍ଧି ପାଇଛି। ୨୦୨୪ ମାର୍ଚ୍ଚ ମାସରେ ପୂର୍ବ ବର୍ଷର ସମାନ ମାସ ତୁଳନାରେ ସକାରାତ୍ମକ ଅଭିବୃଦ୍ଧି ଦେଖାଉଥିବା କେତେକ ଅଣ ଇନ୍ଧନ ଖଣିଜ ପଦାର୍ଥ ଗୁଡ଼ିକ ହେଉଛି କପର କନସେଣ୍ଟ୍ରେଟ୍, ଗୋଲ୍ଡ, ମାଙ୍ଗାନିଜ୍ ଓର, ଡାଇମଣ୍ଡ, ଗ୍ରାଫାଇଟ୍, କିଆନାଇଟ୍, … Continue reading ୨୩-୨୪ ଆର୍ଥିକ ବର୍ଷରେ ଭାରତର ଖଣି କ୍ଷେତ୍ରର ଅଭିବୃଦ୍ଧି ୭.୫%