ଘରୋଇ ଦୁଗ୍ଧ କମ୍ପାନୀ ମିଲ୍କ ମୁଁରେ ଯୋଗାଣ ମନ୍ତ୍ରୀ ; କହିଲେ ସାମ୍ପୁଲ ପରୀକ୍ଷା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଗୋପ : ଶନିବାର ଗୋପ ବ୍ଲକ ଅଧିନ ଶାରଡ଼ା ସ୍ଥିତ ଘରୋଇ ଦୁଗ୍ଧ କମ୍ପାନୀ ମିଲ୍କ ମୁଁରେ ଅଚାନକ ଚଢ଼ାଉ କରିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସୂଚନା ମୁତାବକ ଏହି ଘରୋଇ ଦୁଗ୍ଧ କମ୍ପାନୀରେ ନିମ୍ନ ମାନର ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ କରିବା ଓ ପରିବେଶ ପ୍ରଦୂଷଣ କରୁଥିବା ନେଇ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଶନିବାର ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର … Continue reading ଘରୋଇ ଦୁଗ୍ଧ କମ୍ପାନୀ ମିଲ୍କ ମୁଁରେ ଯୋଗାଣ ମନ୍ତ୍ରୀ ; କହିଲେ ସାମ୍ପୁଲ ପରୀକ୍ଷା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ