ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି, ସ୍ୱାଭାବିକ ହେଉଛି ସ୍ଥିତି

ଡେସ୍କ: ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି ଦେଖାଦେବା ଯୋଗୁଁ ଗତକାଲି ଅନେକ ସମୟ ଧରି ବିଶ୍ୱର ଅନେକ ଦେଶରେ ବିମାନ ସେବା, ସ୍ୱାସ୍ଥ୍ୟସେବା ଓ ବ୍ୟାଙ୍କ୍‌ସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏବେ ତ୍ରୁଟିରେ ସୁଧାର ଆସିବା ପରେ ସେହିସବୁ ବ୍ୟବସ୍ଥାଗୁଡ଼ିକ ସ୍ୱାଭାବିକ ହେଉଛି। ସାରା ବିଶ୍ୱରେ ମାଇକ୍ରୋସଫ୍ଟ ବ୍ୟବହାର କରୁଥିବା ବିଭିନ୍ନ ସଂସ୍ଥା ଅନ୍‌ଲାଇନ୍‌ ଜରିଆରେ କାର୍ଯ୍ୟ କରିବା ସମ୍ଭବ ନ ହେବାରୁ କୋଟି କୋଟି ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁଯାୟୀ ଆମେରିକାର ସାଇବର ସୁରକ୍ଷା … Continue reading ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି, ସ୍ୱାଭାବିକ ହେଉଛି ସ୍ଥିତି