ନାଗରିକତା ସଂଶୋଧନ ଆଇନ – ଗୃହ ମନ୍ତ୍ରଣାଳୟ ଆରମ୍ଭ କରିବ ହେଲ୍ପଲାଇନ ନମ୍ବର

ଡେସ୍କ: ଗୃହ ମନ୍ତ୍ରଣାଳୟ ନାଗରିକତା ସଂଶୋଧନ ଆଇନ, ୨୦୧୯ ଅଧୀନରେ ଭାରତୀୟ ନାଗରିକତା ପାଇଁ ଆବେଦନକାରୀଙ୍କ ପାଇଁ ଖୁବ୍ ଶୀଘ୍ର ହେଲ୍ପଲାଇନ୍ ନମ୍ବର ଆରମ୍ଭ କରିବ। ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଆବେଦନକାରୀମାନେ ମାଗଣାରେ କଲ୍ କରି ନାଗରିକତା ସଂଶୋଧନ ଆଇନ -୨୦୧୯ ସମ୍ବନ୍ଧୀୟ ସୂଚନା ପାଇପାରିବେ। କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ସରକାର ନାଗରିକତା ସଂଶୋଧନ ଆଇନ-୨୦୧୯ ଅଧୀନରେ ଭାରତୀୟ ନାଗରିକତା ପାଇଁ ଆବେଦନକାରୀଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ନାଗରିକତା … Continue reading ନାଗରିକତା ସଂଶୋଧନ ଆଇନ – ଗୃହ ମନ୍ତ୍ରଣାଳୟ ଆରମ୍ଭ କରିବ ହେଲ୍ପଲାଇନ ନମ୍ବର