www.samajalive.in
Sunday, December 7, 2025
14.1 C
Bhubaneswar

ପର୍ଯ୍ୟଟକ ନିଖୋଜ ଘଟଣା: ୨୦ ଘଣ୍ଟା ପରେ ବି ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

ଠାକୁରମୁଣ୍ଡା : ବୈତରଣୀ ନଦୀରେ ଗାଧେଇବା କୁ ଯାଇ ପର୍ଯ୍ୟଟକ ନିଖୋଜ ଘଟଣା । ୨୦ ଘଣ୍ଟା ପରେ ବି ମିଳୁନି ସନ୍ଧାନ। ଜଗତସିଂପୁର ଜିଲ୍ଲାରୁ ୧୭ଜଣ ପର୍ଯ୍ୟଟକ  ପିକନିକ କରିବା ପାଇଁ ଭୀମକୁଣ୍ଡକୁ ଆସିଥିଲେ। ବୈତରଣୀ ନଦୀରେ ଗାଧେଇବା ସମୟ ରେ ଜଣେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଗତକାଲି ରାତି ହେବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ସକାଳୁ ସ୍ଥାନୀୟ ବିଡ଼ିଓ ଏବଂ ଠାକୁରମୁଣ୍ଡା ଥାନାଅଧିକାରୀଣୀଙ୍କ ଉପସ୍ଥିତରେ ପୁଣି ଓଡ୍ରାଫ ଟିମ ଏବଂ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories