ଭାରତ ଫେରିଲେ ମନୁ ଭାକର; ବିମାନବନ୍ଦରରେ ଜୋରଦାର ସ୍ୱାଗତ
ସମାଜ ଡିଜିଟାଲ ଡେସ୍କ: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବା ପରେ ସ୍ୱଦେଶ ଫେରିଛନ୍ତି। ଭାରତର ଡବଲ ପଦକ ବିଜେତା ମନୁ ଭାକର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଗେଟ୍ ବାହାରକୁ ଆସିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମନୁଙ୍କ ସହି କୋଚ ଜସପାଲ ରାଣା ମଧ୍ୟ ରହିଥିଲେ। ଉଭୟଙ୍କୁ ଫୁଲମାଳ ଦେଇଥିଲେ ଉପସ୍ଥିତ ପ୍ରଶଂସକ। ଏହି ସମୟରେ ଅଲିମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ପଦକକୁ … Continue reading ଭାରତ ଫେରିଲେ ମନୁ ଭାକର; ବିମାନବନ୍ଦରରେ ଜୋରଦାର ସ୍ୱାଗତ
Copy and paste this URL into your WordPress site to embed
Copy and paste this code into your site to embed