ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର

ଡେସ୍କ: ଭାରତୀୟ ସୁଟର ମନୁ ଭାକର ଆଜି ୨୫ ମିଟର ବନ୍ଧୁକ ଚାଳନା ଫାଇନାଲରେ ଟିକେ ନର୍ଭସ୍ ଅନୁଭବ କରିଥିବା ସ୍ୱୀକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ବ୍ୟକ୍ତିଗତ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି ମନୁ ଭାକର। ୨୨ ବର୍ଷୀୟ ମନୁ ପୂର୍ବରୁ ମହିଳା ୧୦ ମିଟର ଏକକ ଏବଂ ୧୦ ମିଟର ଦଳଗତ ଇଭେଣ୍ଟରେ ସର୍ବଜୋତ ସିଂହଙ୍କ ସହ ଭାଗିଦାରୀ କରି ଦୁଇଟି କାଂସ୍ୟ ପଦକ ଜିତିଥିଲେ। ଆଜିର ପ୍ରଦର୍ଶନ ନେଇ … Continue reading ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର