ମୁଁ ମୋ ମା’ଙ୍କ ନାମରେ ଗଛ ଲଗାଇଛି – ନରେନ୍ଦ୍ର ମୋଦୀ

ଡେସ୍କ: ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ଛଳରେ ଦେଶବାସୀଙ୍କ ପଚାରିଥିଲେ, ଯଦି ମୁଁ ଆପଣଙ୍କୁ ପଚାରିବି ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ କ’ଣ, ତେବେ ଆପଣ ନିଶ୍ଚୟ କହିବେ – “ମା”। ଆମ ସମସ୍ତଙ୍କ ଜୀବନରେ ମା’ଙ୍କର ସର୍ବୋଚ୍ଚ ମର୍ଯ୍ୟାଦା ରହିଛି। ସବୁ ପ୍ରକାର କଷ୍ଟ ସହିବା ପରେ ମଧ୍ୟ ଜଣେ ମା’ ନିଜ ସନ୍ତାନର ପୋଷଣ କରିଥାନ୍ତି। ପ୍ରତ୍ୟେକ ମା’ ନିଜ ସନ୍ତାନ ଉପରେ ଅସୀମ ସ୍ନେହ ରଖନ୍ତି। ଜନ୍ମ … Continue reading ମୁଁ ମୋ ମା’ଙ୍କ ନାମରେ ଗଛ ଲଗାଇଛି – ନରେନ୍ଦ୍ର ମୋଦୀ