ଦେଖନ୍ତୁ ଭିଡିଓ; ଜୀବନକୁ ବାଜି ଲଗାଇ ଚଳନ୍ତା ବାଇକ୍‌ରେ ଯୁବକଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ..

ନୂଆଦିଲ୍ଲୀ : ପ୍ରସିଦ୍ଧି ହାସଲ କରିବା ପାଇଁ ଅନେକ ସମୟରେ ଲୋକେ ନିଜ ଜୀବନକୁ ବିପଦରେ ପକାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ଅନେକ ଭିଡିଓ ସାମ୍ନାକୁ ଆସିଥାଏ । ନିକଟରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ରାସ୍ତାରେ ଚଳନ୍ତା ବାଇକରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଦେଖିପାରିବେ । ରିଲ୍ସ କରୁଥିବା ସମୟରେ ବାଇକର ନମ୍ବର ପ୍ଲେଟ ମଧ୍ୟ କଢାଯାଇଛି। … Continue reading ଦେଖନ୍ତୁ ଭିଡିଓ; ଜୀବନକୁ ବାଜି ଲଗାଇ ଚଳନ୍ତା ବାଇକ୍‌ରେ ଯୁବକଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ..