ଟ୍ରାକ ମଝିରେ ଜୀବନ, ଉପରେ ଟ୍ରେନ…ଜାଣନ୍ତୁ କଣ ଥିଲା ଘଟଣା

ଡେସ୍କ: ​କିଛିଦିନ ପୂର୍ବରୁ ପାଟଣା ଜଙ୍କସନରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ଜଣେ ବ୍ୟକ୍ତି ଯାଇ ରେଳ ଧାରଣା ଉପରେ ଶୋଇ ପଡ଼ିଥିଲେ। ଏହା ଉପରେ ଏକ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟ ଅତିକ୍ରମ କରିଥିଲା। ପ୍ଲାଟଫର୍ମ ନମ୍ବର ୧ରେ ଏହି ହାଇଭୋଲ୍ଟେଜ୍ ଡ୍ରାମା ଚାଲିଥିଲା। ଉକ୍ତ ବ୍ୟକ୍ତି ଜଣକ ଟ୍ରାକରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ଆରପିଏଫ୍ ତାଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। ସୂଚନା ମୁତାବକ, ପାଟଣା ଜଙ୍କସନର … Continue reading ଟ୍ରାକ ମଝିରେ ଜୀବନ, ଉପରେ ଟ୍ରେନ…ଜାଣନ୍ତୁ କଣ ଥିଲା ଘଟଣା