କନ୍ୟାକୁ ଖୁସି କରିବାକୁ କାର୍‌କୁ ହେଲିକପ୍ଟର କରିଦେଲା ବର; ଗାଡ଼ି ସହ ୨ ଭାଇଙ୍କୁ ବାନ୍ଧିଲା ପୁଲିସ

ଆମ୍ବେଦକର ନଗର: ହେଲିକପ୍ଟରରେ କନ୍ୟାକୁ ଘରକୁ ଆଣିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ, କିନ୍ତୁ ଯେତେବେଳେ ବଜେଟ୍ କମ୍ ଥାଏ ଏବଂ ଏହି ଇଚ୍ଛା ପୂରଣ ପାଇଁ ଅନ୍ୟ କୌଣସି ପଦ୍ଧତି ଆପଣାଯାଏ, ସେତେବେଳେ ଏହା ମହଙ୍ଗା ପଡ଼ିଥାଏ। ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଆମ୍ବେଦକର ନଗରର ଆକବରପୁର କୋତୱାଲି ପୁଲିସ କାର ସହିତ ଦୁଇ ଭାଇଙ୍କୁ ଗିରଫ କରିଛି। ଦୁଇ ଭାଇ କାରକୁ ହେଲିକପ୍ଟରରେ ରୂପାନ୍ତର କରି ପେଣ୍ଟିଂ … Continue reading କନ୍ୟାକୁ ଖୁସି କରିବାକୁ କାର୍‌କୁ ହେଲିକପ୍ଟର କରିଦେଲା ବର; ଗାଡ଼ି ସହ ୨ ଭାଇଙ୍କୁ ବାନ୍ଧିଲା ପୁଲିସ