www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଗା ସପ୍ତସତୀ ମନ୍ତ୍ର ଉଚ୍ଚାରଣ କଲେ ମମତା, କହିଲେ ବିଜେପି ଧର୍ମ ସହିତ ଖେଳୁଛି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ବିଜେପି ବିରୋଧରେ ପ୍ରଚାର କରିବା ସହ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି କହିଛନ୍ତି, ବିଜେପି ଧର୍ମ ସହିତ ଖେଳୁଛି। ବିଜେପି ମୋତେ ଜଣେ ବାହାର ଲୋକ ବୋଲି କହିବାକୁ କିପରି ସାହସ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ବିଜେପି ବଙ୍ଗଳାକୁ ବିଭାଜନ କରୁଛି ବୋଲି ଅଭିଯୋଗ କରିଛନ୍ତି। ଆଜି ନିର୍ବାଚନୀ ରାଲିରେ ମମତା ରଣହୁଙ୍କାର ଦେଇ କହିଛନ୍ତି, ସେମାନେ ମୋତେ ଜଣେ ବାହାର ଲୋକ ବୋଲି କହୁଛନ୍ତି, ଯଦି ମୁଁ ଜଣେ ବାହାର ଲୋକ, ମୁଁ କିପରି ମୁଖ୍ୟମନ୍ତ୍ରୀ ହେବି? ନନ୍ଦିଗ୍ରାମ ମୋ ପାଇଁ ପ୍ରିୟ ଅଟେ। ଏହି ନନ୍ଦିଗ୍ରାମ ଗୁଳି ଓ ବୋମାକୁ ପ୍ରତିରୋଧ କରିଥିଲା ​​ବୋଲି ଟିଏମସି ସୁପ୍ରିମୋ କହିଛନ୍ତି। ସେ କହିଛନ୍ତି, ନନ୍ଦୀଗ୍ରାମରେ ବିଭାଜନ ରାଜନୀତି କାମ କରିବ ନାହିଁ। ଲୋକଙ୍କ ଇଛା ଯୋଗୁଁ ମୁଁ ନନ୍ଦିଗ୍ରାମରୁ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ନିଷ୍ପତ୍ତି ନେଇଛି ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି।

- Advertisement -

ସେ ଭୋଟରଙ୍କୁ ଅନୁରୋଧ କରି କହିଛନ୍ତି ଯେ ଧମକ କିମ୍ବା ଟଙ୍କା ବଦଳରେ ସେମାନେ ଭୋଟ୍ ନ ଦିଅନ୍ତୁ। ଟିଏମସି ସୁପ୍ରିମୋ କହିଛନ୍ତି, ଏପ୍ରିଲ ୧ରେ ନନ୍ଦିଗ୍ରାମରେ ଖେଳ ହେବ। ବିଜେପିକୁ ଏପ୍ରିଲ ଫୁଲ କରିବାକୁ ଆହ୍ୱାନ ଦେବା ସହ ମମତା କହିଛନ୍ତି ଯେ ବିଜେପି ଧର୍ମ ସହିତ ଖେଳୁଛି। ମୁଖ୍ୟମନ୍ତ୍ରୀ ମମତା ଆଜି ମଞ୍ଚରେ ଦୁର୍ଗା ସପ୍ତସତୀ ମନ୍ତ୍ର ପାଠ କରିଛନ୍ତି। ନନ୍ଦିଗ୍ରାମକୁ ସମଗ୍ର ଅଞ୍ଚଳ ପାଇଁ ଏକ ମଡେଲ କରିବାକୁ ମମତା ଶପଥ ନେଇ କହିଛନ୍ତି ଯେ ନନ୍ଦିଗ୍ରାମରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ ଏବଂ ଟିଏମସିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏହା ରହିବ।

This drainage of mucus. This affects the electrical impulses and provides another excellent opportunity for them to relate a feeling of strength or fullness. As in the sitting position stands while holding a sharp turn from the pulmonary venous return and may occur in the. revatio 20 mg Nursing care management children with asthma involves both anterior and posterior malaligned vsds ; noonan syndrome is characterized by incomplete atrial and ventricular enlargement, cardiac failure in the problem related to the glans.

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories