ଦେଖନ୍ତୁ ଭିଡିଓ; ବଣ୍ଡାଘାଟିରେ ପାହାଡ଼ ଧସିବା ପରେ..

ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ବିଭିନ୍ନ ନଦୀରେ ଜଳସ୍ତର ବଢିଛି। ୩୨୬ ନମ୍ବର ଜାତୀୟ ରାଜପଥର ପାଙ୍ଗାମ ପୋଲ ଉପରେ ପ୍ରବାହିତ ହେଉଛି ବର୍ଷା ଜଳ। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଯାତାୟତ ବନ୍ଦ କରିଛି। ମାଲକାନଗିରି ଜୟପୁର ଯୋଗାଯୋଗ ଠପ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଆଜି ବଣ୍ଡାଘାଟିରେ ପାହାଡ଼ ଧସି ରାସ୍ତା ଜଳମଗ୍ନ ହୋଇଛି। ଯାହା ଫଳରେ ମୁଦିଲିପଡାରୁ ଖଇରପୁଟ … Continue reading ଦେଖନ୍ତୁ ଭିଡିଓ; ବଣ୍ଡାଘାଟିରେ ପାହାଡ଼ ଧସିବା ପରେ..