ପ୍ରବଳ ବର୍ଷାରେ ବୁଡିଲା ମାଲକାନଗିରି
ମାଲକାନଗିରି : ପ୍ରବଳ ବର୍ଷାରେ ବୁଡିଲା ମାଲକାନଗିରି ସହର। ରାସ୍ତା ଉପରେ ଦୁଇରୁ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବା ବେଳେ ଲୋକଙ୍କ ଘର ଭିତରେ ଚାରି ଫୁଟ ପାଣି ପଶିଛି। ଆରଏମସି ମାର୍କେଟ କମ୍ପେ୍ଲକ୍ସ ସାମନାରେ ଥିବା ଦୋକାନ ଓ ଘର ଭିତରେ ପାଣି ପଶିଥିବା ବେଳେ ଦମକଳ ସହାୟତାରେ ସେଠାରେ ପାଣି ନିଷ୍କାସନ କରାଯାଉଛି। ହେଲେ ଏତେ ପରିମାଣର ପାଣି ହୋଇଛି ଯେ ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗିବାକୁ ପଡିଛି। ପୌର … Continue reading ପ୍ରବଳ ବର୍ଷାରେ ବୁଡିଲା ମାଲକାନଗିରି
Copy and paste this URL into your WordPress site to embed
Copy and paste this code into your site to embed