ପୂର୍ବତନ ବିଧାୟକଙ୍କ ଶ୍ୱଶୁରକୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ଛତିଶଗଡ ସୁକୁମା ଜିଲାରେ ପୁଣି ମାଓ ହିଂସା ହଇଚଇ ସୃଷ୍ଟି କରିଛି । ପୂର୍ବତନ ବିଧାୟକ ମନିଷ କୁଞ୍ଜାମଙ୍କ ଶ୍ୱଶୁରକୁ ହତ୍ୟା କଲେ ମାଓବାଦୀ । ମୃତକ ୬୫ ବର୍ଷୀୟ କମଲୁ ହିଡମା ଶୋଇଥିବା ବେଳେ ମାଓବାଦୀ ତାଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ଚିନ୍ତାଗୁମ୍ଫା ଥାନା ପେଣ୍ଟାପାଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ପ୍ରାୟ ୨୦ରୁ ୨୫ ମାଓବାଦୀ ରାତିରେ ତାଙ୍କ ଘରେ ପଶିଥିଲେ ବୋଲି ପ୍ରାଥମିକ ତଦନ୍ତରୁ … Continue reading ପୂର୍ବତନ ବିଧାୟକଙ୍କ ଶ୍ୱଶୁରକୁ ହତ୍ୟା କଲେ ମାଓବାଦୀ
Copy and paste this URL into your WordPress site to embed
Copy and paste this code into your site to embed