ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଚିତ୍ରକୋଣ୍ଡା ବିଧାୟକଙ୍କ ବୃକ୍ଷରୋପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ଜବାଗଡ଼ ଗ୍ରାମରେ ଥିବା ରାଧାକୃଷ ମନ୍ଦିର ପରିସରରେ ଆଜି ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ଯୁବ କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇ ଯୁବକ ମାନେ ସବୁ କ୍ଷେତ୍ରରେ କିପରି ଭାବେ ଆଗକୁ ବଢ଼ିବା ସହ ଆଜି ଦିନର ମହତ୍ଵ ସମ୍ବନ୍ଧରେ ନିଜର କର୍ମୀମାନଙ୍କୁ … Continue reading ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଚିତ୍ରକୋଣ୍ଡା ବିଧାୟକଙ୍କ ବୃକ୍ଷରୋପଣ