ସେନା ପ୍ରତ୍ୟାହାର ପରେ ଭାରତଠାରୁ ମାଳଦ୍ୱୀପର ଋଣ ଛାଡ଼ ଦାବି

ଡେସ୍କ: ଭାରତ ବିରୋଧୀ ବୟାନ ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ଭାରତ ତାଙ୍କ ଦେଶର ଘନିଷ୍ଠ ସହଯୋଗୀ ରହିବ ଏବଂ ଦ୍ୱୀପପୁଞ୍ଜ ଦେଶକୁ ଋଣ ଛାଡ଼ ପ୍ରଦାନ କରିବାକୁ ନୂଆଦିଲ୍ଲୀକୁ ଅନୁରୋଧ କରିଛନ୍ତି। ଗତବର୍ଷ ଶେଷ ସୁଦ୍ଧା ମାଳଦ୍ୱୀପ ଭାରତକୁ ପାଖାପାଖି ୪୦୦.୯ ନିୟୁତ ଡଲାର ବକେୟା ରଖିଥିଲା। ୨୦ ବର୍ଷ ପରେ ପୁନରାବୃତ୍ତି ହେବ ୨୦୦୪ର ଇତିହାସ – କଂଗ୍ରେସ ନେତା ଜୟରାମ ରମେଶ ଗତ ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ଭାବେ … Continue reading ସେନା ପ୍ରତ୍ୟାହାର ପରେ ଭାରତଠାରୁ ମାଳଦ୍ୱୀପର ଋଣ ଛାଡ଼ ଦାବି