ଉତ୍ତେଜନା ଭିତରେ ଭାରତ ଗସ୍ତ ବେଳେ କ୍ଷମା ମାଗିଲେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି

ଡେସ୍କ: ଗତବର୍ଷ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ ଭାରତର ବହିଷ୍କାର ଡାକରାର ପରିଣାମକୁ ନେଇ ଉଦବେଗ ପ୍ରକାଶ କରି ମାଳଦ୍ୱୀପବାସୀଙ୍କ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଉତ୍ତେଜନା ମାଳଦ୍ୱୀପକୁ ବହୁତ ପ୍ରଭାବିତ କରିଛି ଏବଂ ମୁଁ ଏହାକୁ ନେଇ ପ୍ରକୃତରେ ଚିନ୍ତିତ। ମୁଁ କହିବାକୁ ଚାହୁଁଛି ଯେ ମାଳଦ୍ୱୀପର ଲୋକମାନେ ଦୁଃଖିତ, ଆମେ ଦୁଃଖିତ ଯେ ଏହା ଘଟିଛି। … Continue reading ଉତ୍ତେଜନା ଭିତରେ ଭାରତ ଗସ୍ତ ବେଳେ କ୍ଷମା ମାଗିଲେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି