ଭୁଲରେ କିଣି ଆଣିଲେ ଏହି ବିଷାକ୍ତ ମାଛ ; ଖାଇବା ପରେ ସ୍ତ୍ରୀ ମୃତ, ସ୍ୱାମୀ କୋମାରେ..

ନୂଆଦିଲ୍ଲୀ : ମାଛ ଖାଇବାକୁ କେବଳ ସ୍ୱାଦିଷ୍ଟ, ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କାରଣ ମାଛ ପୋଷକ ତତ୍ତ୍ୱ ର ଭଣ୍ଡାର । ମାତ୍ର ମାଛ ଖାଇବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । କିଛି ମାଛ ବିଷାକ୍ତ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହ ଜୀବନ ମଧ୍ୟ ଚାଲି ଯାଇପାରେ । ମାଲେସିଆରେ କିଛି ଦିନ ପୂର୍ବରୁ ଏଭଳି ହିଁ … Continue reading ଭୁଲରେ କିଣି ଆଣିଲେ ଏହି ବିଷାକ୍ତ ମାଛ ; ଖାଇବା ପରେ ସ୍ତ୍ରୀ ମୃତ, ସ୍ୱାମୀ କୋମାରେ..