ଅଟା କେଉଁଥିରେ ଚକଟିବେ? ପାଣି ନା କ୍ଷୀରରେ..

ସଭିଁଙ୍କର ମୁଖ୍ୟ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ରୁଟି ଓ ଅନ୍ୟଟି ଭାତ। ତେବେ କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଖାଦ୍ୟ ଅଧିକ ସ୍ୱାଦିଷ୍ଟ ହୋଇଥାଏ। ସେହିଭଳି ରୁଟିକୁ ସ୍ୱାଦିଷ୍ଟ ଓ ନରମ କରିବା ପାଇଁ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ.. ରୁଟି ପ୍ରସ୍ତୁତ କରିବା କୌଣସି କଠିନ କାର୍ଯ୍ୟ ନୁହେଁ। ମାତ୍ର ଏହା କିପରି ଅଧିକ ନରମ ଓ ସମ୍ପୂର୍ଣ୍ଣ ଫୁଲିବା ପାଇଁ ବହୁ ଲୋକେ ଏହାକୁ ୩୦ … Continue reading ଅଟା କେଉଁଥିରେ ଚକଟିବେ? ପାଣି ନା କ୍ଷୀରରେ..