ମକର ସଂକ୍ରାନ୍ତିରେ ପୂର୍ବ ଦିଗରେ ରଖନ୍ତୁ ଏହି ଜିନିଷ

ମକର ସଂକ୍ରାନ୍ତିକୁ ଅଳ୍ପ ଦିନ ବାକି। ଏହି ଦିନ କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବା ସହ ଲାଭବାନ୍‌‌ ହୋଇଥାଆନ୍ତି। ସଂକ୍ରାନ୍ତି ଦିନ ପୂର୍ବ ଦିଗରେ ଏହି ଗୋଟିଏ ଜିନିଷ ରଖିବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ଆର୍ଥିକ କ୍ଷେତ୍ରରେ ବେଶ ଲାଭ ମିଳିଥାଏ। ଜାନୁଆରୀ ୧୫ରେ ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିବେ। ତେଣୁ ଏହି ଦିନକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ। ଏହି ଦିନ … Continue reading ମକର ସଂକ୍ରାନ୍ତିରେ ପୂର୍ବ ଦିଗରେ ରଖନ୍ତୁ ଏହି ଜିନିଷ