୬୦ ବର୍ଷ ପରେ.. ମହାଶିବରାତ୍ରୀରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, କିଣିବେ ଭୂମି,ଘର,ଗାଡି..
ମହାଶିବରାତ୍ରୀ ପର୍ବ ଚଳିତ ବର୍ଷ ୨୬ ଫେବୃଆରୀରେ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫାଲଗୁଣ ମାସର କୃଷ୍ଣପକ୍ଷର ଚତୁର୍ଦଶୀ ତିଥିରେ ଶିବରାତ୍ରୀ ପର୍ବ ପାଳନ କରାଯାଏ। ଏହି ଦିନ ପରିବାରରେ ହସଖୁସି ଓ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ସଭିଏଁ ବ୍ରତ ପାଳନ କରି ଥାନ୍ତି। ବିଶେଷ କରି ପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବ୍ରତ ରଖାଯାଏ । ଚଳିତ ବର୍ଷର ମହାଶିବରାତ୍ରୀ ପର୍ବ ଖୁବ୍ ଖାସ୍ । ଏହି ଦିନ କିଛି ବିଶେଷ ସଂଯୋଗ ସହ … Continue reading ୬୦ ବର୍ଷ ପରେ.. ମହାଶିବରାତ୍ରୀରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, କିଣିବେ ଭୂମି,ଘର,ଗାଡି..
Copy and paste this URL into your WordPress site to embed
Copy and paste this code into your site to embed