ମହାଭାରତ କୃଷ୍ଣଙ୍କ ଅଭିଯୋଗ…ପଢିଲେ ଜାଣିବେ

ଡେସ୍କ: ଲୋକପ୍ରିୟ ଧାରାବାହିକ ମହାଭାରତ ଷ୍ଟାର (କୃଷ୍ଣ ଭୂମିକାରେ) ନୀତୀଶ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ ମଧ୍ୟରେ ବିବାଦ କୌଣସି ଗୁପ୍ତ କଥା ନୁହେଁ। ଗତ କିଛି ମାସ ମଧ୍ୟରେ ଦୁହେଁ ପରସ୍ପର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନୀତୀଶ ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣି କହିଛନ୍ତି ଯେ ବିବାହରେ ତାଙ୍କୁ ଅସଦାଚରଣ କରାଯାଇଥିଲା। ସେ କହିଛନ୍ତି, ଏହି ବିବାହରେ ମୁଁ ସବୁ ପ୍ରକାର ନିର୍ଯାତନାର ସମ୍ମୁଖୀନ ହୋଇଛି ଏବଂ … Continue reading ମହାଭାରତ କୃଷ୍ଣଙ୍କ ଅଭିଯୋଗ…ପଢିଲେ ଜାଣିବେ